ଭୁବନେଶ୍ୱର : ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟାମାମଲାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବଡ ବୟାନ ରଖିଛନ୍ତି । ଅନ୍ୟଙ୍କୁ ମାରିବା ପାଇଁ ଡ୍ରାଇଭର ସୁପାରୀ ନେଇଥିଲା । ଭୁଲବଶତଃ ଏମାନଙ୍କୁ ମାରିଛି । କିଏ ସୁପାରୀ ଦେଇଥିଲା ପୁଲିସ ତଦନ୍ତ କରୁ କହିଛନ୍ତି ଜୟନାରାୟଣ । ଆସ ମାଫିଆମାନେ ସବୁ ଜାଗାରେ ଅଛନ୍ତି । ରାଜନୈତିକ ଷଡଯନ୍ତ୍ର ଥିବ ବୋଲି ମୋତେ ଲାଗୁନି କହିଲେ ଜୟନାରାୟଣ ।