30.1 C
Bhubaneswar
Sunday, February 8, 2026
Homeଓଡିଶାବରକୁ ହତ୍ୟା ପାଇଁ ସୁପାରୀ: ମାଷ୍ଟରମାଇଣ୍ଡ ଗିରଫ

ବରକୁ ହତ୍ୟା ପାଇଁ ସୁପାରୀ: ମାଷ୍ଟରମାଇଣ୍ଡ ଗିରଫ

ବଲାଙ୍ଗୀର: ବରକୁ ହତ୍ୟା ପାଇଁ ସୁପାରୀ ଦେବା ଘଟଣା । ୩ ଦିନ ପରେ ଷଡଯନ୍ତ୍ରକାରୀ ସୁଶାନ୍ତ ବିଶ୍ୱାଳ ଗିରଫ । କଳାହାଣ୍ଡି ମୋହନଗିରିରୁ ଗିରଫ କଲା ଦେଓଗାଁ ପୁଲିସ୍ । ସଂପର୍କୀୟଙ୍କ ଘରେ ଲୁଚିଥିବା ବେଳେ ଚଢାଉ କରିଧରିଲା ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking