30.1 C
Bhubaneswar
Wednesday, February 19, 2025
Homeଓଡିଶାପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କଲେ ବିଇଓ

ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କଲେ ବିଇଓ

ସୁନ୍ଦରଗଡ : ହଷ୍ଟେଲ ପାଚେରୀ ଡେଇଁ ୧୫ ଛାତ୍ର ପଳାଇବା  ଘଟଣା । ସିହିଡିହା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷୟତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବନ କଲେ ବଣାଇ ବିଇଓ । ସିହିଡିହା ପ୍ରାଥମିକ ସ୍କୁଲ ହଷ୍ଟେଲ ପାଚେରୀ ଡେଇଁ ପଳାଇଥିଲେ ୧୫ ଛାତ୍ର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking