26.1 C
Bhubaneswar
Thursday, November 28, 2024
Homeଓଡିଶାଭାଇ କହିଥିବାରୁ, ଭଉଣୀ ଆଳୁ ଦେଉନାହାନ୍ତି: ମନ୍ତ୍ରୀ

ଭାଇ କହିଥିବାରୁ, ଭଉଣୀ ଆଳୁ ଦେଉନାହାନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଆଳୁ ଅଟକାଇବା ପ୍ରସଙ୍ଗରେ ଯୋଗାଣମନ୍ତ୍ରୀଙ୍କ ପ୍ରତିକ୍ରିୟା । ଆଳୁ ଟ୍ରକ ବନ୍ଦ ନେଇ ନବୀନ ଆଡକୁ ଦୋଷ ଠେଲିଛନ୍ତି କୃଷ୍ଣ ଚନ୍ଦ୍ର ପାତ୍ର । ଏଭଳି କହିଛନ୍ତି ମନ୍ତ୍ରୀ , ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନାହିଁ । ଭାଇ କହିଥିବେ କି ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନାହାନ୍ତି ମୁଁ ଜାଣିନାହିଁ । କଣ ପାଇଁ ବନ୍ଦ କରାଯାଉଛି ମୁଁ ଅନୁଧ୍ୟାନ କରିବି । ଗ୍ରାହକଙ୍କ ଅସୁବିଧା ହେବ ନାହିଁ । ଅନ୍ୟରାଜ୍ୟ ସହ ଆଲୋଚନା କରୁଚୁ , ସନ୍ଧ୍ୟାରେ ବୈଠକ ଅଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking