21.1 C
Bhubaneswar
Monday, December 8, 2025
Homeଓଡିଶାକୋରାପୁଟରେ ଭାଲୁ ଆତଙ୍କ

କୋରାପୁଟରେ ଭାଲୁ ଆତଙ୍କ

କୋରାପୁଟ: କୋରାପୁଟରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି କୋରାପୁଟ ଜିଲ୍ଲାର ଜନବସତି ଅଞ୍ଚଳରେ ଭାଲୁ ବୁଲୁଥିବାର ଦେଖାଯାଇଥିବାରୁ କୁନ୍ଦୁରା ଅଞ୍ଚଳର ଲୋକମାନେ ଭ୍ୟରେ ରହୁଛନ୍ତି । ରାତିରେ ବାହାରକୁ ଯିବାକୁ ଡରୁଛନ୍ତି ଲୋକେ । ସୂଚନା ଅନୁଯାୟୀ, ଭାଲୁଗୁଡିକ ଖାଦ୍ୟ ଖୋଜିବା ପାଇଁ ଗାଁ ଭିତରକୁ ପଶି ଆସିଥାଇପାରନ୍ତି । କେତେବେଳେ ଦୁଇଟି ଭାଲୁ ତ କେତେବେଳେ ତିନୋଟି ଭାଲୁ ଆସୁଥିବାର ଦୋଖାଯାଇଛି । ଏହା ଫଳରେ ସ୍ତାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking