33.1 C
Bhubaneswar
Thursday, October 17, 2024
Homeଓଡିଶାମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା

ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା

ବାଲେଶ୍ୱର: ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା । ଅଳ୍ପକେ ବର୍ତିଲେ ମସ୍ୟଜୀବି । ତାଳସାରୀ ମୁହାଣରେ ବୁଡ଼ିଲା ମାଛ ଧରା ଡଙ୍ଗା । ୬ ଜଣ ମସ୍ୟଜୀବି ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ୨ ଜଣଙ୍କୁ ଦିଘା ମେଡିକାଲରେ ଭର୍ତି କରାଯାଇଛି । ଅନ୍ୟ ଏକ ଡଙ୍ଗାରେ ଫେରିଲେ ୨ ମସ୍ୟଜୀବି । ମସ୍ୟଜୀବିଙ୍କ ଅଧିକ କିଛି କ୍ଷତି ହୋଇନଥିବାବେଳେ , ସୁସ୍ଥ ଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking