14.1 C
Bhubaneswar
Sunday, December 7, 2025
Homeଓଡିଶାମାଇକ୍ରୋୱେଭରେ ଖାଦ୍ୟ ଗରମ କରୁଥିଲେ ହୋଇଯାଆନ୍ତୁ ସାବଧାନ!

ମାଇକ୍ରୋୱେଭରେ ଖାଦ୍ୟ ଗରମ କରୁଥିଲେ ହୋଇଯାଆନ୍ତୁ ସାବଧାନ!

ଭୁବନେଶ୍ୱର: ଆଜିର ଯୁଗରେ ମାଇକ୍ରୋୱେଭ ଆମ ରୋଷେଇ ଘରେ ବ୍ୟବହାର କରିବା ପାଇଁ  ସହଜ ହୋଇଗଲାଣି । ମାଇକ୍ରୋୱେଭ ଆମ ପାଇଁ  ବହୁତ ସୁବିଧାଜନକ ଅଟେ ।  କିନ୍ତୁ ଆପଣ ଜାଣନ୍ତିକି,  ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ମଧ୍ୟ ଆପଣଙ୍କ ଶରୀରକୁ ବାରମ୍ବାର ଗରମ କରିବା ମଧ୍ୟ  ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ମାଇକ୍ରୋୱେଭରେ ଗରମ ହୋଇଥିବା ଖାଦ୍ୟ ପ୍ରାୟ ଅସମାନ ଭାବରେ ଗରମ ହୋଇଥାଏ ।  ଯାହା ଜୀବାଣୁକୁ ସମ୍ପୁର୍ଣ୍ଣ ନଷ୍ଟ କର ନାହିଁ । ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ମୂଲ୍ୟ ହ୍ରାସ ପାଏ ।  ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା  ଖାଦ୍ୟ ଭିତରକୁ ଥାଲେଟ୍ସ ଭଳି କ୍ଷତିକାରକ ରାସାୟନିକ  ପଦାର୍ଥ  ମିଶିପାରେ । ଏହି ରାସାୟନିକ ପଦାର୍ଥଗୁଡିକ ହରମୋନ ଅସନ୍ତୁଳନ ଏବଂ କର୍କଟ  ଭଳି ରୋଗ ସୃଷ୍ଟି କରିପାରେ । ଅଧିକ  ସମୟ ଗରମ  ହେବା ଦ୍ୱାରା ଖାଦ୍ୟ ଶୁଷ୍କ ହୋଇପାରେ । ସ୍ୱାଦ ହ୍ରାସ ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking