ଭୁବନେଶ୍ୱର: ଚାକିରି ପାଇଁ ସୋସିଆଲ ମିଡିଆରେ ଆବେଦନ କରୁଥିଲେ ସାବଧାନ । ସାଇବର ସଇତାନଙ୍କ ଟ୍ରାପ୍ରେ ଚାକିରି ଆଶାୟୀ ଯୁବକଯୁବତୀ । ଓଡିଶାରୁ ଟ୍ରାପ୍, କମ୍ବୋଡିଆରେ ଅପରେଟ୍ କରୁଛନ୍ତି ଠକ । ଏନେଇ ସଚେତନ କରାଇଲେ ସାଇଭାର ଥାନା ପୋଲିସ ।