22.1 C
Bhubaneswar
Friday, December 5, 2025
Homeଓଡିଶାସାବଧାନ! ବଜାରରେ ମିଳୁଛି ନକଲି ମେଡିସିନ

ସାବଧାନ! ବଜାରରେ ମିଳୁଛି ନକଲି ମେଡିସିନ

ଭୁବନେଶ୍ୱର:  ବଜାରରେ ମିଳୁଛି ନକଲି ମେଡିସିନ । ଏନେଇ ଗୃହରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି  ୧୬୮ ନକଲି ଔଷଧ । ୩୮୮ଟି ନିମ୍ନମାନର ମେଡିସିନ । ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର । ୨୦୧୧ରେ ୭୯ ଓ ୨୦୨୨ରେ ୬୪ଟି ନକଲି ମେଡିସିନ ଚିହ୍ନଟ  ହୋଇଛି । ୨୦୨୩ରେ ୧୪ ଓ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking