15.1 C
Bhubaneswar
Thursday, December 18, 2025
Homeଓଡିଶାକୁଶଭଦ୍ରାକୁ ଖସିଲା ବିଡିଓଙ୍କ କାର

କୁଶଭଦ୍ରାକୁ ଖସିଲା ବିଡିଓଙ୍କ କାର

ପୁରୀ: ପୁରୀ ଯିବା ବାଟରେ କଟକ ସଦର ବିଡିଓଙ୍କ ସହ ଘଟିଲା ବଡ ଅଘଟଣ। କାର୍ ସହ ନଦୀକୁ ଖସିପଡ଼ିଲେ ବିଡିଓ ତାଙ୍କ ପତ୍ନୀ । ପୁରୀ ବେଳାଭୂମି ରାସ୍ତାରେ କୁଶଭଦ୍ରା ନଦୀକୁ କାର୍ ସହ ଖସିପଡ଼ିଲେ କଟକ ସଦର ବିଡିଓ ଓ ତାଙ୍କ ପତ୍ନୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking