ଭୁବନେଶ୍ୱର : ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି କରିପାରିବେନି ହିତାଧିକାରୀ । ସରକାରୀ ସ୍ତରରେ ସଂଶୋଧନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ରହିଛି । ୪ ଡିସିମିଲରୁ କମ ଥିଲେ ସେମାନଙ୍କୁ ସମାନ ପରିମାଣି ଜମି ମିଳିବ । ମାତ୍ର ନିଜ ଜମିକୁ ସରକାରଙ୍କୁ ଫେରାଇବାକୁ ପଡିବ କହିଛନ୍ତି ସୁରେଶ ପୂଜାରୀ । ଆହୁରି କହିଛନ୍ତି , ପ୍ଲଟ ବିକ୍ରି କରିବାକୁ ହେଲେ ବିଡିଏ ଠାରୁ ଅନୁମତି ଆଣି କରିହେବ । କିନ୍ତୁ କେତେ ପ୍ଲଟ ବିକ୍ରି ହୋଇଛି ତା ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ଦୋଶୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେବ ।