14.1 C
Bhubaneswar
Sunday, December 7, 2025
Homeଓଡିଶାବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ଉଦ୍ୟମ!

ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ଉଦ୍ୟମ!

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ବିଜେପିର ବଡ ବୈଠକ ।  ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବସନ୍ତ ପଣ୍ଡା ଉପସ୍ଥିତି ଅଛନ୍ତି । ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଚର୍ଚ୍ଚା ହେଉଛି । ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପୂର୍ବରୁ ମାନଭଞ୍ଜନ ଉଦ୍ୟମ ଚର୍ଚ୍ଚା ହେଉଛି ।  ଅନ୍ୟପଟେ ଜୟ ଢୋଲକିଆ ପଦ୍ମ ଧରିବା ଚର୍ଚ୍ଚା ଭିତରେ ବିଜେଡି ମଧ୍ୟ ଗୁପ୍ତ  ବୈଠକ କରିଛି । ଖରିଆର ରୋଡରେ ଏକ ହୋଟେଲରେ ବରିଷ୍ଠ  ନେତା ଏକାଠି ହୋଇଛନ୍ତି । ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଅଧିରାଜ ପାଣିଗ୍ରାହୀ ବୈଠକରେ ଯୋଗ ଦେଇଛନ୍ତି । ନୂଆପଡା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ମନୋଜ ମିଶ୍ର ଓ ଲମ୍ବୋଦର ନିଆଲ ପ୍ରମୁଖ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking