17.1 C
Bhubaneswar
Wednesday, January 21, 2026
Homeଓଡିଶାବର୍ତ୍ତ ମାନ ଟ୍ରେଲର, ଆଗକୁ ଫିଲ୍ମ : ଅପରାଜିତା

ବର୍ତ୍ତ ମାନ ଟ୍ରେଲର, ଆଗକୁ ଫିଲ୍ମ : ଅପରାଜିତା

ଭୁବନେଶ୍ୱର : ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦଙ୍କ ବଡ଼ ପ୍ରତିକ୍ରିୟା। ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ।

ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ। ମମତା ମହନ୍ତ ବିଜେଡି ଛାଡି ବିଜେପିକୁ ଆସିବା ପରଠୁ ଚର୍ଚ୍ଚା ହେଉଛି ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଆଉ ଏହି ଉଦ୍ୟମ ପଛରେ ବିଜେପିର ହାତ ଥିବା ଅଭିଯୋଗ ହୋଇଆସୁଛି। ଆଉ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking