ଭୁବନେଶ୍ୱର: ବାରିପଦା ସହରର ହେବ ନବୀକରଣ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବ୍ଲ୍ୟୁ ପ୍ରିଣ୍ଟ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ରିଙ୍ଗ ରୋଡ ସହିତ ବୁଢାବଳଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ହେବ । ସ୍ୱରେଜ ସିଷ୍ଟମ ସହ ବିକଶିତ ହେବ ବାରିପଦା ସହର । ନୂଆ ସ୍ଥାନରେ ହେବ ଜିଲ୍ଲାପାଳଙ୍କ କାଯ୍ୟାଳୟ ।










