15.1 C
Bhubaneswar
Tuesday, January 13, 2026
Homeଓଡିଶାଯାଜପୁରରେ ବରୀ ଲୋକ ମହୋତ୍ସବ ଏବଂ ପୁସ୍ତକ ମେଳା ଆୟୋଜିତ

ଯାଜପୁରରେ ବରୀ ଲୋକ ମହୋତ୍ସବ ଏବଂ ପୁସ୍ତକ ମେଳା ଆୟୋଜିତ

ଯାଜପୁର:ଯାଜପୁର ଜିଲ୍ଲାର ବରୀ ଅଂଚଳ ଭାରତ ବର୍ଷ କୁ ସ୍ୱlଧୀନକରିବାର ଆନ୍ଦୋଳନ ର ପୁଷ୍ଟ ଭୂମି ଗ୍ରହଣ କରି ଥିଲା ଏହି ଆନ୍ଦୋଳନ ବ୍ରିଟିସ ସରକାର ଙ୍କ ପୋଲିସ ଗୁଳି ରେ 4ଜଣ ପ୍ରାଣ ହରାଇ ଥିଲେ ବରୀ ମାଟି ବହୁ ପ୍ରତିଷ୍ଠିତକବି ରାଜ୍ୟ ତଥା ଦେଶ ର ସାରସ୍ୱତ ଭଣ୍ଡାର କୁ ସମବୃଦ୍ଧ କରିଛନ୍ତି ବରୀ ମାଟି ର କଳା କୁ ଉଦୁ ଜିପିତ କରିବା ପାଇଁଏହି ଲୋକ କଳା ଓ ପୁସ୍ତକ ମେଳା ଆୟୋଜନ କରା ଯାଉଛି :ଯାଜପୁର ଜିଲ୍ଲାର ବରୀ ବ୍ଲକ ବିଧାନଚନ୍ଦ୍ର ଏକାଡେମୀ, ବାଲିଆପାଳ ଖେଳ ପଡ଼ିଆ ପରିସରରେ ବୁଧବାର ଚାଲୁ ରହିଥିବା ତୃତୀୟ ବରୀଲୋକ ମହୋତ୍ସବ ଏବଂ ପୁସ୍ତକ ମେଳା ର ତୃତୀୟ ଦିବସ ମଞ୍ଚ କୁ ବରୀ ମାଟିର ଗର୍ବ ଓ ଗୌରବ ସହିଦ୍ ସାଉଣ୍ଟି, ସାନନ୍ଦ, ହାଡିବନ୍ଧୁ, ମାୟାଧର ମଞ୍ଚ ଭାବେ ସମର୍ପିତ କରି ସହୀଦ ମାନଙ୍କୁ ଶ୍ରେଷ୍ଠ ସମ୍ମାନ ଦେବା ସହ ସେମାନଙ୍କ ଉତ୍ସର୍ଗୀକୃତ ଜୀବନ ବିଷୟରେ ଅବଗତ କରାଇ ପ୍ରିୟ ଭାଜନ ହୋଇଅଛି। ଅନୁଷ୍ଠାନ ସଭାପତି ଡାକ୍ତର ରାଜକିଶୋର ପଣ୍ଡା ଙ୍କ ସଭାପତିତ୍ବ ରେ ବିଶିଷ୍ଠ ଶ୍ରମିକ ନେତା, ସଂଗଠକ ଶ୍ରୀ ବିଦ୍ୟାଧର ମହାନ୍ତି, ସୁ ସାହିତ୍ୟିକ ପଦ୍ମାକର ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳା ଓ ଲୋକ ମହୋତ୍ସଵ ବିଷୟରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଗତି କ୍ଲବ ଦ୍ୱାରା ନାଟକ ବିଶିକେସନ କୁ ଉପଭୋଗ କରିଥିଲେ ଅଂଚଳବାସୀ।ଶୀତୁଆ ସନ୍ଧ୍ୟା ରେ ସାଂକୃତିକ ଓ ସାରସ୍ୱତ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking