34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଡିସେମ୍ବର ୨୪ରେ ବାରବାଟୀ ଟି-୨୦

ଡିସେମ୍ବର ୨୪ରେ ବାରବାଟୀ ଟି-୨୦

ନୂଆଦିଲ୍ଲୀ: ୨୦୨୬- ୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହେଲା ବାରବାଟୀ ମ୍ୟାଚ । ଡିସେମ୍ବର ୨୪ରେ ବାଟବାଟୀରେ ଖେଳାଯିବ ।  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି- ୨୦ ମ୍ୟାଚ । ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି- ୨୦ ଖେଳିବ ଶ୍ରୀଲଙ୍କା । ୩ ମ୍ୟାଚ ଟି-୨୦ ସିରିଜର  ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ରାଜକୋଟରେ ପ୍ରଥମ ଓ ପୁଣ୍ରେ ତୃତୀୟ ଟି- ୨୦ ଖେଳିବ ଶ୍ରୀଲଙ୍କା ।ଆଗାମୀ ଘରୋଇ ସିଜିନ୍ ଏକ ରୋମାଞ୍ଚକର ଏବଂ ଆକ୍ସନ୍-ଭରା କ୍ୟାଲେଣ୍ଡରର ପ୍ରତିଶ୍ରୁତି ଦେଉଛି, ଯେଉଁଥିରେ ଚାରିଟି ଭ୍ରମଣକାରୀ ଦଳ – ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଏକ ବହୁ-ଫର୍ମ କାର୍ଯ୍ୟସୂଚୀରେ ଅଂଶଗ୍ରହଣ କରିବେ। ଏହି ସିଜିନ୍ ରେ ୧୭ଟି ସହରରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ, ଯାହା ଦେଶ ସାରା ପ୍ରଶଂସକମାନଙ୍କୁ ଉଚ୍ଚମାନର ଅନ୍ତର୍ଜାତୀୟ କ୍ରିକେଟ ଦେଖିବାର ସୁଯୋଗ ପ୍ରଦାନ କରିବ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking