କଟକ: ବାରବାଟୀ ଟି-୨୦ ପାଇଁ ମାତିଲାଣି କଳାବଜାରୀ । ୧୧ ଶହ ଟଙ୍କାର କମ୍ପ୍ଲିମେଣ୍ଟାରୀ ଟିକେଟ୍ ୬ ହଜାରରେ ମୂଲଚାଲ । ସୋସିଆଲ ମିଡିଆ ଜରିଆରେ କଳାବଜାରୀ ଉଦ୍ୟମ । ୭୦୦ ଟଙ୍କିଆ ଟିକେଟ୍ ୬ ହଜାରରେ ବିକ୍ରି ହେଉଛି । ବିକ୍ରି ପୂର୍ବରୁ ବ୍ଲାକ୍ ହେଲା ଟିକେଟ । ଆସନ୍ତାକାଲି ଅଫଲାଇନ ବିକ୍ରି ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ଟିକେଟ୍ ଫଟୋ । ତେବେ ପ୍ରଶ୍ନ ଉଠିଛି ଯେ ବ୍ଲାକ୍ ହୋଇଗଲା କି ବାରବାଟୀ ଟିକେଟ୍ ।










