କଟକ :ବାରବାଟୀ ଦିନିକିଆ ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା କରାଯାଇଛି । ପାର୍କିଂ ପ୍ଲେସରୁ ସିନିୟର ସିଟିଜେନ ଗ୍ରାଉଣ୍ଡ ଯାଏଁ ବ୍ୟାଟେରୀ ଗାଡି । ଗ୍ୟାଲେରୀ ସାମ୍ନାରୁ ଜାଲି ହଟାଇବା ପାଇଁ ଯୋଜନା ଚାଲିଛି । ଏହାଦ୍ୱାରା ଗ୍ୟାଲେରୀରୁ ଦର୍ଶକ ଭଲ ଭ୍ୟୁ ପାଇବେ । ମ୍ୟାଚ ଆୟୋଜନର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।









