ଭୁବନେଶ୍ୱର: ରାଜ୍ୟରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶି ଟଙ୍କା ଲୁଟିନେଇଛନ୍ତି ୬ଲୁଟେରା । କୁଳିଅଣା ଥାନା କୁଚେଇସ୍ଥିତି ବ୍ୟାଙ୍କରୁ ଲୁଟ୍ ହୋଇଛି । ବ୍ୟାଙ୍କରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍ ନେଇଯାଇଛନ୍ତି ଲୁଟେରା । ବ୍ୟାଙ୍କ ଗେଟ୍କୁ ତାଲା ଚମ୍ପଟ ମାରିଛନ୍ତି ଲୁଟେରା ଗ୍ୟାଙ୍ଗ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ ।