29.1 C
Bhubaneswar
Monday, January 19, 2026
Homeଓଡିଶାବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ । କେନ୍ଦୁଝରର ବଡବିଲରେ ବନ୍ଧୁକ ମୁନରେ ବଡ ଧରଣର ବ୍ୟାଙ୍କ ଲୁଟ୍ ହୋଇଛି । ମହାରାଷ୍ଟ୍ର ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ ନେଲେ ୬ ଦୁର୍ବୃତ୍ତ । ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଲଙ୍କାର ସହ ୫ ଲକ୍ଷ କ୍ୟାସ୍ ଲୁଟ୍ ନେଇଛନ୍ତି । ୫ଟି ବାଇକ୍‌ରେ ୬ ଦୁର୍ବୃତ୍ତ ଆସି ଲୁଟି ଚମ୍ପଟ୍ ମାରିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking