29.1 C
Bhubaneswar
Monday, February 9, 2026
Homeଓଡିଶାନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ ଚାକିରି

ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ ଚାକିରି

ବରଗଡ: ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ ଚାକିରି ଦେଇଥିଲେ । ପରେ ନିଲମ୍ବିତ ହେଲେ କର୍ମଚାରୀ । ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ ମୁଖ୍ୟ ଶାଖାରେ ଧରପଗଡ ସାମ୍ନାକୁ ଆସିଲା ସତ । ଅନ୍ୟ ୧୭୪ କର୍ମଚାରଙ୍କ ସାର୍ଟିଫିକେଟ ଯାଞ୍ଚ ଚାଲିଛି । ସାର୍ଟିଫିକେଟ ଯାଞ୍ଚ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି  ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking