18.1 C
Bhubaneswar
Monday, February 9, 2026
Homeଓଡିଶାବାଂଲାଦେଶୀ ଅନୁପ୍ରବେଶ : ପଶ୍ଚିମବଙ୍ଗ ଦାୟୀ

ବାଂଲାଦେଶୀ ଅନୁପ୍ରବେଶ : ପଶ୍ଚିମବଙ୍ଗ ଦାୟୀ

ଭୁବନେଶ୍ୱର : ବାଂଲାଦେଶୀ  ଅନୁପ୍ରବେଶ ପାଇଁ  ପଶ୍ଚିମବଙ୍ଗ ଦାୟୀ  । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗ ଦେଇ ଓଡିଶା ଆସୁଛନ୍ତି ଅନୁପ୍ରବେଶ କାରୀ  । ସେମାନଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ କାମ । ପଶ୍ଚିମ ବଙ୍ଗ ସରକାର ତାଙ୍କ କାମ ଠିକ କରୁନାହାନ୍ତି । ଓଡିଶାରେ ବହୁ ଅପରାଧିକ କାମରେ ବାଂଲାଦେଶୀ ସଂପୃକ୍ତ । ଏଦିଗରେ  ସ୍ଥାୟୀ ସମାଧାନ ପାଇଁ  ଚେଷ୍ଟା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking