17.1 C
Bhubaneswar
Thursday, December 18, 2025
Homeଓଡିଶାବାଂଲାଦେଶୀ ଚିହ୍ନଟ: ଏସଟିଏଫକୁ ଦାୟିତ୍ୱ

ବାଂଲାଦେଶୀ ଚିହ୍ନଟ: ଏସଟିଏଫକୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ । ଏସଟିଏଫକୁ ନୋଡାଲ ଏଜେନ୍ସି ଦାୟିତ୍ୱ ନେଇ ଡିଆଇଜି ପିନାକ ମିଶ୍ରଙ୍କ ସୂଚନା । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ତୀକ୍ଷଣ ନଜର । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ଜଗତସିଂହପୁର, ପୁରୀ, ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ । ଅଣନାଗରିକ ଓଡିଶାରେ ରହିପାରିବେ ନାହିଁ କହିଛନ୍ତି ଆଇନ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking