25.1 C
Bhubaneswar
Thursday, December 11, 2025
Homeଓଡିଶାକେନ୍ଦ୍ରାପଡାରେ ବାଂଲାଦେଶୀ ଯାଞ୍ଚ

କେନ୍ଦ୍ରାପଡାରେ ବାଂଲାଦେଶୀ ଯାଞ୍ଚ

କେନ୍ଦ୍ରପଡା: କେନ୍ଦ୍ରାପଡାରେ ପୋଲିସର କଡାକଡି ଯାଞ୍ଚ । ସନ୍ଦିଗ୍ଧ ବାଂଲାଦେଶୀ ଲିଙ୍କ୍‌ରେ ପୋଲିସର ତନାଘନା । କେନ୍ଦ୍ରାପଡାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ଚାଲିଛି ଯାଞ୍ଚ । ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହନ ଯାଞ୍ଚ କରୁଛି ପୋଲିସ । ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗରରେ ଚାଲିଛି ଯାଞ୍ଚ । ସୂଚନାଯୋଗ୍ୟ, ରବିବାର ତରିକୁଣ୍ଡା ପଞ୍ଚାୟତ ସଦର ଥାନା ଅନ୍ତର୍ଗତ ବେହେରାମ ବସ୍ତିରେ ପୋଲିସ ଚଢାଉ କରି ଏକ ଘରୁ ଦୁଇଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ ଆଜି ସେହି ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଛି ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର ।

ଭାଙ୍ଗିଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking