ଭୁବନେଶ୍ୱର : ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଲେ ପୋଲିସ ଜିଡି ଅରୁଣ ଷଡଙ୍ଗୀ । ସମୁଦ୍ରପଥରେ ବୋଟ୍ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି । ପାଟ୍ରୋଲିଂ ବଢାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯଆଯାଇଛି । ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡାକୁ ବିଶେଷ ଭାବେ ଆଲର୍ଟ କରାଯାଉଛି । ସମୁଦ୍ରରେ ୫ ନଟିକାଲ ମାିଲ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ । ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହେଯାଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି, କଡା ନଜର ରଖାଯାଇଛି ।