16.1 C
Bhubaneswar
Thursday, February 5, 2026
Homeଓଡିଶାଉପର ପଡିଆରେ ହେବ ବାଲିଯାତ୍ରା

ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ଉପର ପଡିଆ ଏବଂ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଲା ବଡ ଖବର । ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅୟୋଜିତ ହେବ କଟକ ଐତିହାସିକ ବାଲିଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking