14.1 C
Bhubaneswar
Sunday, December 7, 2025
Homeଓଡିଶାବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେନି

ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେନି

କଟକ: କଟକ ବାଲିଯାତ୍ରାରେ ଶ୍ରେୟା ଘଷାଲଙ୍କ ପ୍ରୋଗ୍ରୋମରେ ଠେଲାପେଲା ଘଟଣା ରେ ଆରପ ପ୍ରତ୍ୟାରୋପକୁ ନେଇ କଟକ ଜିଲ୍ଲାପାଳ ଦତ୍ତତ୍ରେୟ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଲୋକେ ଅଧିକ ହେବାରୁ ଠେଲାପେଲା ହୋଇଥିଲା । ୨ରୁ ୩ ଜଣ ଅଚେତ ହୋଇଥିଲେ । ପାଖାପାଖି ଦୁଇ ଲକ୍ଷ ଲୋକ ଷ୍ଟେଜ ନିକଟରେ ଉପସ୍ଥିତ ଥିଲେ । ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେ ନାହିଁ କି ନିଷ୍ପତ୍ତି ନିଏ ନାହିଁ । ଆୟଜନ ପୂର୍ବରୁ ବିଭିନ୍ନ ବିଭାଗର ସମନ୍ୱୟରେ ନିଷ୍ପତ୍ତି ହୁଏ ।  ସେଥିରେ ପୋଲିସ ପ୍ରଶାସନ ଅଧିକାରୀ ଥାଆନ୍ତି, ପରାମର୍ଶ ନିଆଯାଇଥାଏ । ଆଗକୁ ବାଲିଯାତ୍ରାରେ ଏଭଳି ବଲିଉଡ ଷ୍ଟାର ଆସିଲେ ପ୍ରସ୍ତୁତି ଭଲ କରାଯିବ । ତେବେ ଗତକାଲି ପଲିସ ଡିଜି ଠେଲାପେଲାକୁ ନେଇ ବିବୃତି ରଖିଥିଲେ । ମେଗା ଷ୍ଟାରଙ୍କୁ ଡାକିବା ନେଇ ଆୟୋଜକ  ଚିନ୍ତା କରିବା ଦରକାର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking