31.1 C
Bhubaneswar
Friday, February 13, 2026
Homeଓଡିଶାବାଲେଶ୍ବର ; ଆଉ ୪୮ ଘଣ୍ଟା ଇଣ୍ଟରନେଟ ବନ୍ଦ

ବାଲେଶ୍ବର ; ଆଉ ୪୮ ଘଣ୍ଟା ଇଣ୍ଟରନେଟ ବନ୍ଦ

ବାଲେଶ୍ବର : ବାଲେଶ୍ବର ସହରରେ ଆଉ ୪୮ ଘଣ୍ଟା ପାଇଁ ବଢ଼ିଲା ସୋସିଆଲ ମିଡିଆ ବ୍ୟାନ୍ । ହ୍ବାଟସ ଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ, ସ୍ନାପ୍ ଚାଟ୍ ଏବଂ ଅନ୍ୟ ସୋସିଆଲ ମିଡିଆ ସେବା ଉପରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ କଟକଣା ବଢ଼ାଯାଇଛି । ସେହିପରି ମୋବାଇଲ ଇଣ୍ଟରନେଟ୍, ଡାଟା ସେବା, ବ୍ରଡ୍ ବ୍ୟାଣ୍ଡ ଉପରେ କଟକଣାକୁ ବି ଆଉ ୪୮ ଘଣ୍ଟା ପାଇଁ ବଢ଼ାଯାଇଛି । ତେବେ ଜରୁରୀ ସେବା ପାଇଁ ବାଲେଶ୍ବର ପୌରପାଳିକା ଅଞ୍ଚଳରେ ଇଣ୍ଟରନେଟ ଲିଜ ଲାଇନ ଖୋଲା ରହିବା ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଧୀରେ ଧୀରେ ବାଲେଶ୍ବର ସ୍ଥିତି ସୁଧୁରୁଛି। ତେବେ ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ପୁ ସାମାନ୍ୟ କୋହଳ କରାଜିଥିଲା । ୪ ଘଣ୍ଟା କୋହଳ ହୋଇଥୁଲା କର୍ଯ୍ୟା ସାଧାକଣ ଲୋକ ଜରୁରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିଥିଲୋ ଜରୁରୀ କାଳୀନ ସେବା ପାଇଁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିଛି । ପରେ ପୁଣି କଟକଲା ଲାଗୁ ହୋଇଛି ଏପଟେ ଗୋଷ୍ଠୀ ସଂଘର୍ଷ ପରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking