21.1 C
Bhubaneswar
Saturday, February 7, 2026
Homeଓଡିଶାବାଲକୋନି ଭୁଶୁଡିବା ଘଟଣା: ହାଇକୋର୍ଟରେ ଜବାବ ରଖିଲେ ଏଡିଏମ୍‌

ବାଲକୋନି ଭୁଶୁଡିବା ଘଟଣା: ହାଇକୋର୍ଟରେ ଜବାବ ରଖିଲେ ଏଡିଏମ୍‌

କଟକ: କଟକ ମଣିସାହୁ ଠକ କୋଠା ବାଲକୋନୀ ଭୁଶୁଡିବା ଘଟଣା। ଅଘଟଣକୁ ନେଇ ଉଦବେଗ ପ୍ରକାଶ କଲେ ଓଡିଶା ହାଇକୋର୍ଟ। ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପ୍ରଶ୍ନ କଲେ ହାଇକୋର୍ଟ। ହାଇକୋର୍ଟଙ୍କ ପ୍ରଶ୍ନର ଜବାବ ରଖିଲେ କଟକ ଅତିରିକ୍ତ ଜିଲ୍ଲାପାଳ। ଜବାବ ରଖି କହିଛନ୍ତି ଯେ କଟକ ସହରରେ ରହିଛି ୨୧୯ଟି ଅସୁରକ୍ଷିତ କୋଠା। ଖୁବଶୀଘ୍ର ଅସୁରକ୍ଷିତ କୋଠା ଭଙ୍ଗାଯିବ। ସୂଚନାଯୋଗ୍ୟ, ନଭେମ୍ବର ୮ ତାରିଖରେ ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking