20.1 C
Bhubaneswar
Saturday, December 6, 2025
Homeଓଡିଶାବର୍ଷାରେ ବୁଡିଲା  ବାଲେଶ୍ୱର

ବର୍ଷାରେ ବୁଡିଲା  ବାଲେଶ୍ୱର

ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ  ବାଲେଶ୍ୱର ସହରରେ କ୍ରୁତ୍ରିମ ବନ୍ୟା ଦେଖାଦେଇଛି ।  ରାସ୍ତାରେ ଆଣଣ୍ଠୁଏ ଉଚ୍ଚର ପାଣି  ଦେଖାଦେଇଛି । ବର୍ଷା ପାଣି ନଦୀର ଭ୍ରମ ସୃଷ୍ଟି କରିଛି । ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ  ଉଚ୍ଚର ପାଣି ପ୍ରବାହିତ ହୋଇଛି । ଚିଡିଆ ପୋଲ, ନୂଆ ସାହି, ତେଲଙ୍ଗା ଛକରେ ପାଣି ପ୍ରବାହିତ ହୋଇଛି । ଅଡର ବଜାର ଓ କଂଗ୍ରେସ ଗଳିରେ ବି ଆଣଣ୍ଠୁଏ ଉଚ୍ଚର ପାଣି ଦେଖାଦେଇଛି । ଦୋକାନ ଓ ଘର ଭିତରେ ପଶିଲା ବର୍ଷା ପାଣି । ଗମନାଗମନ ବାଧାପ୍ରାପ୍‌ତ ହୋଇଛି, ଜଳ ନିଷ୍କାସନକୁ ନେଇ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking