13.1 C
Bhubaneswar
Sunday, December 7, 2025
Homeଓଡିଶାବଳଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୁରୀରେ ବିଜେଡ଼ିର ଆନ୍ଦୋଳନ

ବଳଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୁରୀରେ ବିଜେଡ଼ିର ଆନ୍ଦୋଳନ

ପୁରୀ: ବଳଙ୍ଗା ନାବାଳିକା ମୃତ୍ୟୁର ପ୍ରତିବାଦରେ ବିଜେଡି ପକ୍ଷରୁ ଶାନ୍ତିପୂଣ୍ଣ ଆନ୍ଦୋଳନ କରାଯାଇଛି । ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ଆନ୍ଦୋଳନ ଜାରି ରହିବ ।ବଳଙ୍ଗା ଛାତ୍ରୀମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାନଯାଇଥିବା ବେଳେ ଦୋଷୀକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଓଡ଼ିଶାର ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ହୋଇଯାଇଛି। ଦୁର୍ବଳ ତଦନ୍ତ ପ୍ରକ୍ରିୟା ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ପ୍ରୋତ୍ସାହିତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking