27.1 C
Bhubaneswar
Monday, December 8, 2025
Homeଓଡିଶାବିପଦ ସଙ୍କେତ ଉପରେ ବୈତରଣୀ

ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ: ପ୍ରବଳ ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ । ଆଖୁଆପଦାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପାଣି ଘେରରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ରହିଛି । ଏହା ସହ ସୁବର୍ଣ୍ଣରେଖା, ଜଳକା ନଦୀରେ ମଧ୍ୟ ଜଳ ସ୍ତର ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking