ଭୁବନେଶ୍ୱର : ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା । ମାମଲା ଫେରାଇ ନେଲେ ଆଶ୍ରମ କର୍ତ୍ତୁପକ୍ଷ । ନିଜଆଡୁ ମାମଲା ପ୍ରତ୍ୟାହାର କଲେ ଆବେଦନ କାରୀ । ଉଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଥିଲେ । କିଛି ଦିନ ତଳେ ବୈକୁଣ୍ଠ ଆଶ୍ରମକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି ।