ବାଲେଶ୍ୱର : ମାଣବସା ଗୁରୁବାରରେ ବହୂର ମୃତଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ହତ୍ୟା ନେଇ ସାଙ୍ଘାଥିକ ଅଭିଯୋଗ ଆସିଛି । ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ ତାଙ୍କ ମା ରଖିଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହରିପୁର ଗାଁରେ । ମୃତକଙ୍କ ସ୍ୱାମୀକୁ ପୋଲିସ ପଚରା ଉଚରା କରୁଛି । ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଛି ।