20.1 C
Bhubaneswar
Saturday, December 6, 2025
Homeଓଡିଶାଦ୍ବିତୀୟ ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା

ମୟୁରଭଞ୍ଜ: ସରିଆସୁଛି ମହାପ୍ରଭୁଙ୍କ ନବଦିନାତ୍ମକ ଲିଳାଖେଳା । ଗତକାଲି ଶ୍ରୀକ୍ଷେତ୍ର ପୁରୀ ସହ ଅନ୍ୟାନ୍ୟ କିଛି ସ୍ଥାନରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଛି । ହେଲେ ଦ୍ବିତୀୟ ଶ୍ରୀକ୍ଷେତ୍ରର ପରମ୍ପରାରେ ରହିଛି କିଛି ଭିନ୍ନତା । ଏଠାରେ ଦିନକ ପରେ ଦୁଇଦିନ ଧରି ଗୁଣ୍ଡିଚାଯାତ୍ରା ରଥଟଣା ପରମ୍ପରା ରହିଥିବା ବେଳେ ଅନୁରୂପ ଦିନକ ପରେ ବାହୁଡା ଯାତ୍ରା ବିଧି ପାଳନ ହୋଇଥାଏ । ଗତକାଲି ଜନ୍ମବେଦୀରେ ଭକ୍ତଙ୍କୁ ସୁନାବେଶ ଦର୍ଶନ ଦେବାପରେ ସନ୍ଧ୍ୟାରେ ଗୋଟିପହଣ୍ଡିରେ ବିଜେ ହୋଇ ରଥାରୂଢ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ରୀତିନୀତି ଅନୁସାରେ ଆଜି ରଥଟଣା ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking