27.1 C
Bhubaneswar
Friday, December 19, 2025
Homeଓଡିଶାବାହୁଡା ଯାତ୍ରା: ସୁଭଦ୍ରାଙ୍କ ପହଣ୍ଡି

ବାହୁଡା ଯାତ୍ରା: ସୁଭଦ୍ରାଙ୍କ ପହଣ୍ଡି

ପୁରୀ: ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଦର୍ପଦଳନ ରଥରେ ବିଜେ କଲେ ମା ସୁଭଦ୍ରା । ଆଜି ବିଶ୍ୱନିୟନ୍ତାଙ୍କ ପବିତ୍ର ବାହୁଡା ଯାତ୍ରା । ନୀଳକନ୍ଦରକୁ  ଫେରିବେ ମହାପ୍ରଭୁ ।  ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ନୀତି ଆରମ୍ଭ ।  ଦର୍ପଦଳନ ରଥରେ ବିଜେ କଲେ ଶ୍ରୀସୁଦର୍ଶନ । ରଥରେ ବିଜେ କଲେ ମଦନମୋହନ, ଶ୍ରୀରାମକୃଷ୍ଣ ।  ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ    ତାଳଧ୍ୱଜ ରଥରେ ବିଜେ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking