16.1 C
Bhubaneswar
Thursday, February 5, 2026
Homeଓଡିଶାବାହୁଡା ଯାତ୍ରା: ବଳଭଦ୍ରଙ୍କ ପହଣ୍ଡି

ବାହୁଡା ଯାତ୍ରା: ବଳଭଦ୍ରଙ୍କ ପହଣ୍ଡି

ପୁରୀ: ଆଜି ବିଶ୍ୱନିୟନ୍ତାଙ୍କ ପବିତ୍ର ବାହୁଡା ଯାତ୍ରା । ନୀଳକନ୍ଦରକୁ  ଫେରିବେ ମହାପ୍ରଭୁ ।  ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ନୀତି ଆରମ୍ଭ ।  ଦର୍ପଦଳନ ରଥରେ ବିଜେ କରିବେ ଶ୍ରୀସୁଦର୍ଶନ । ରଥରେ ବିଜେ କଲେ ମଦନମୋହନ, ଶ୍ରୀରାମକୃଷ୍ଣ ।  ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପାଦନ କରିବେ। ଛେରା ପହଁରା ନୀତି ପରେ ତିନି ରଥରୁ ଚାର ଖୋଲାଯାଇ ଘୋଡା ବନ୍ଧା ଯିବା ସହ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳୁ ବାହୁଡା଼ ଯାତ୍ରା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking