21.1 C
Bhubaneswar
Tuesday, February 10, 2026
Homeଓଡିଶାରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ

ରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜା ଚକ୍ରଙ୍କ ଘର ରେଡ ଘଟଣାରେ  ବରିଷ୍ଠ ନେତା  ବଦ୍ରିଙ୍କ ତେର୍ଛା ବାଣ । କହିଛନ୍ତି ରାଜା ଚକ୍ର କେବଳ କେନ୍ଦୁଝର  ଜିଲ୍ଲା ନୁହେଁ ମୋ ଗାଁ ଲୋକ । ଯେଉଁଠି ସେ ଟଙ୍କା ଧନ , ସମ୍ପତ୍ତି  ରଖିଛନ୍ତି  ସେଇଠୁ ବାହାରୁଛି । ଦଳରେ  ବହୁତ ଲୋକ ,କିଏ ଦଳ କାମ ତ ଆଉ କିଏ  ବେପାର କରୁଛି । ସେମାନେ ଦଳ  ଅପେକ୍ଷା ବେପାରକୁ ଗୁରୁତ୍ୱ ଦେଉଥିଲେ  କହିଛନ୍ତି ବଦ୍ରି ପାତ୍ର । ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ  ତଦନ୍ତରୁ ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking