ଭୁବନେଶ୍ୱର : ବଦ୍ରି ପାତ୍ର- ରାଜା ଚକ୍ର ଅଲଗା ନୁହଁନ୍ତି କହିଲେ ନିରଞ୍ଜନ ପଟ୍ଟନାୟକ । ଲୋକେ ଭଲ କେବେ ଜାଣିଛନ୍ତି ବଦ୍ରି କଣ ଓ ରାଜା ଚକ୍ର କଣ । କୌଣସି କାରଣ ବଶତଃ ସେମାନେ ଟଣାଟଣି ହେଉଛନ୍ତି । ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ପଶିବାକୁ ଚାହୁଁନି , କିନ୍ତୁ ଲୋକେ ଜାଣିଛନ୍ତି ।