30.1 C
Bhubaneswar
Monday, October 28, 2024
Homeଓଡିଶାପୋଖରୀ  ହୁଡାରୁ ଶିଶୁ କନ୍ୟା  ଉଦ୍ଧାର

ପୋଖରୀ  ହୁଡାରୁ ଶିଶୁ କନ୍ୟା  ଉଦ୍ଧାର

କେନ୍ଦୁଝର : ପୋଖରୀ ହୁଡାରୁ ୪ ଦିନର ଶିଶୁ କନ୍ୟା ଉଦ୍ଧାର । ତୁମୁରୁଙ୍ଗା ଥାନା  ସିରେଇଟାଙ୍ଗିରି ଗାଁ ପୋଖରୀ ହୁଡାରୁ ଉଦ୍ଧାର କରାଯାଇଛି । ବ୍ୟାଗରେ ଭର୍ତ୍ତି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ  ଲୋକେ । ଶିଶୁ କନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking