21.1 C
Bhubaneswar
Saturday, February 7, 2026
Homeଓଡିଶାନଦୀରେ ଭାସି ଯାଇ ଶିଶୁ କନ୍ୟା ମୃତ 

ନଦୀରେ ଭାସି ଯାଇ ଶିଶୁ କନ୍ୟା ମୃତ 

ଗଞ୍ଜାମ:  ଗାଧୋଉଥିବା ବେଳେ ନଦୀରେ  ଭାସି ଶିଶୁ କନ୍ୟା ମୃତ ହୋଇଛି ।  ପାଟପୁର  ଥାନା  ଜୟନଗଡ  ଘୋଡାହାଡ  ନିକଟରେ ଅଘଟଣ ଘଟିଛିା  ଗାଧୋଉଥିବା ବେଳେ ୩ ଭାସିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୨ ଜଣ ସୁରକ୍ଷିତ  ଭାବେ ଉଦ୍ଧାର ହୋଇଛନ୍ତି ।  ପରିବାର ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯିବା ସହ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking