20.1 C
Bhubaneswar
Sunday, December 21, 2025
Homeଓଡିଶାହାତୀ ଛୁଆର ମୃତଦେହ ଠାବ

ହାତୀ ଛୁଆର ମୃତଦେହ ଠାବ

ସମ୍ବଲପୁର: ହାତୀ ଛୁଆର ମୃତଦେହ ଠାବ । ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ହାଲୁଖୁଲିଆରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ୩ରୁ ୪ ଦିନ ତଳର ହୋଇଥିବା ଅନୁମାନ କରାଯାଇଛି ।  ତେବେ  ହାତୀ ଛୁଆର ମୃତ୍ୟୁ କିପରି ହେଲା  ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking