25.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଅଗଷ୍ଟରେ ହେବ ଅଗ୍ନି ବର୍ଷା

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଅଗଷ୍ଟରେ ହେବ ଅଗ୍ନି ବର୍ଷା

ନୂଆଦିଲ୍ଲୀ: ସାରା ବିଶ୍ୱରେ ସୃଷ୍ଟି ହେବ ଚହଳ ! ମାନବ ସଭ୍ୟତାର ପତନ ହେବ । ଏହିକ୍ରମରେ ଏକ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା, ଯାହାଙ୍କୁ ବିଶ୍ୱରେ କିଏ ବା ନ ଜାଣେ… କହିରଖୁ, ଦୁନିଆରେ ଅନେକ ଭବିଷ୍ୟଦ୍ରଷ୍ଟା ଅଛନ୍ତି। ବାବା ଭେଙ୍ଗା ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ତାଙ୍କର ଭବିଷ୍ୟବାଣୀ ସବୁଠାରୁ ପ୍ରସିଦ୍ଧ। କାରଣ ବାବା ଭେଙ୍ଗା ପ୍ରତିବର୍ଷ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ଅନେକ ଭବିଷ୍ୟ ବାଣୀ ସତ୍ୟ ହୋଇଛି। ବାବା ଭେଙ୍ଗା ଅଗଷ୍ଟ ପାଇଁ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୫ରେ ୟୁରୋପରେ ଏକ ବିନାଶକାରୀ ଯୁଦ୍ଧ ହେବ, ଯାହା ମହାଦେଶର ବହୁ ଅଂଶକୁ ଧ୍ୱଂସ କରିଦେବ। ଏହି ଯୁଦ୍ଧ ଜନସଂଖ୍ୟାରେ ବ୍ୟାପକ ହ୍ରାସ ଘଟାଇବ ଏବଂ ଏହା ମାନବ ସଭ୍ୟତାର ପତନର ଆରମ୍ଭ ହେବ ବୋଲି ସେ ଦାବି କରିଛନ୍ତି। ଏହା ସହିତ, ସେ ଏକ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପୂର୍ବ ଓ ପଶ୍ଚିମ ଦେଶମାନଙ୍କ ମଧ୍ୟରେ ସଂଘର୍ଷ ହେବ। ଏହି ଯୁଦ୍ଧରେ ପରମାଣୁ ଅସ୍ତ୍ରର ବ୍ୟବହାର ହୋଇପାରେ, ଯାହା ବିଶ୍ୱକୁ ଏକ ବିପର‌୍ୟ୍ୟୟ ଆଡ଼କୁ ନେଇଯିବ। ରିପୋର୍ଟ ଅନୁଯାୟୀ ସେ କହିଥିଲେ ଯେ ଅଗଷ୍ଟ ୨୦୨୫ ରେ ଆକାଶ ଓ ପୃଥିବୀରୁ ଅଗ୍ନି ବର୍ଷିବ। ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ଏକ ଉଲକାପିଣ୍ଡ କିମ୍ବା ଗ୍ରହାଣୁ ଆକାଶରୁ ପୃଥିବୀରେ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking