ଜୟପୁର:ବେକରେ ଓଢଣୀ ଲଗାଇ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଇଞ୍ଜିନିୟର କଲେଜରେ ବି- ଟେକ ପଢୁଥିଲେ ଛାତ୍ରୀ । ତେବେ ଛାତ୍ରୀଙ୍କ ମୃତ୍ୟୁ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବେଶରେ ପୁରାପୁରି ଶୋକର ଛାୟା ଖେଳିଯାଇଛି । ଏନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।










