26.1 C
Bhubaneswar
Wednesday, February 4, 2026
Homeଓଡିଶାଆଜାଦ ନଗର ବିସ୍ଫୋରଣ: ଜଣେ ମୃତ

ଆଜାଦ ନଗର ବିସ୍ଫୋରଣ: ଜଣେ ମୃତ

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣାରେ ଜଣେ ମୃତ। ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟ ଅଭିଯୁକ୍ତ ତଥା ଗୁରୁତର ଆହତ ସେହେନୱାଜ୍ ମଲ୍ଲିକଙ୍କ ମୃତ୍ୟୁ ଘଟିଛିଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ । ବିସ୍ଫୋରଣ ଘଟଣା ପରଦିନ ଏନଆଇଏ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଆତଙ୍କବାଦୀ ଲିଙ୍କ୍ ନଥିବା ସ୍ପଷ୍ଟ ଲରିଥିଲା ଏନଆଇଏ । ଘଟଣାର ଅଧିକ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking