19.1 C
Bhubaneswar
Monday, December 8, 2025
Homeଓଡିଶାଆବାସ: ଅଯୋଗ୍ୟଙ୍କୁ ଧରିବ ଏଆଇ- ମନ୍ତ୍ରୀ

ଆବାସ: ଅଯୋଗ୍ୟଙ୍କୁ ଧରିବ ଏଆଇ- ମନ୍ତ୍ରୀ

ଭୁବନେଶ୍ୱର: ଅଯୋଗ୍ୟଙ୍କୁ ଧରିବ ଏଆଇ । ଏଣିକି ଆଉ ସରକାରଙ୍କ ଆଖିରେ ଧୁଳି  ଦେଇ ଖସି ଯାଇପାରିବେନି ଠକ ହିତାଧିକାରୀ । ଠକ ମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ସରକାର ।  ଆଉ ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ଆବାସ କିମ୍ବା ଅନ୍ତ୍ୟୋଦୟ ଘର କରିଥିଲେ ହେବ ଆକ୍ସନ । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking