32.1 C
Bhubaneswar
Sunday, March 29, 2026
Homeଓଡିଶାଅଟୋ ଚାଳକଙ୍କୁ ହତ୍ୟା

ଅଟୋ ଚାଳକଙ୍କୁ ହତ୍ୟା

ରାୟଗଡା: ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା । ରାୟଗଡା ଜିଲ୍ଲା ଦରାଗୁଡା ଥାନା ଏ.କୋରଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ଅଟୋରେ ବସି ଟିକିରି ଆସୁଥିଲେ ଯୁବକ । ସେତିକି ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକକୁ ପୋଲିସ ଥାନାରେ ଅଟକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking