28.1 C
Bhubaneswar
Tuesday, February 3, 2026
Homeଓଡିଶାଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

ଭୁବନେଶ୍ୱର: ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକଙ୍କ ହୋହଲ୍ଲା । ଅଭିଯୋଗ ଭିତ୍ତିହୀନ, ଅବିଚାର ହୋଇଛି । କଣ ଭୁଲ୍ ହୋଇଛି ଆମକୁ ଜଣାଅ ବୋଲି କହିଛନ୍ତି ଅରବିନ୍ଦଙ୍କ ସମର୍ଥକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking