26.1 C
Bhubaneswar
Wednesday, March 25, 2026
Homeଓଡିଶାସ୍ୱର ଚାପିବାକୁ ଉଦ୍ୟମ : ବିଜେଡି

ସ୍ୱର ଚାପିବାକୁ ଉଦ୍ୟମ : ବିଜେଡି

ଭୁବନେଶ୍ୱର : ବାଚସ୍ପତିଙ୍କର ତାଗିଦ ପରେ ବିଜେଡି ବୟାନ ରଖିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରତିକ୍ରିୟା ରଖିଛନ୍ତି । ଗଣତନ୍ତ୍ରରେ ବିରୋଧୀଙ୍କ  ସ୍ୱର ଚପାଇବାକୁ ପ୍ରୟାସ ଚାଲିଛି । ନାଲି ଆଖି ଦେଖାଇଲେ ଚଳିବ ନାହିଁ । ବିରୋଧୀ ଦଳର ସ୍ୱର ବନ୍ଦ କରିପାରିବେନି । ଦୋଷ ତ୍ରୁଟିକୁ ଉପସ୍ଥାପନା କରାଯିବ କହିଛନ୍ତି ପ୍ରମିଳା ମଲ୍ଲିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking