ମସ୍କୋ : ଋଷ ଉପରେ ୟୁକ୍ରେନର ବଡ ଆକ୍ରମଣ ହୋଇଛି । କଜାନରେ ୯/ ୧୧ ପରି ଆକ୍ରମଣ କରୁଛି । ବିଲ୍ଡିଂରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ଆକ୍ରମଣରେ ଥରି ଉଠିଲା ବହୁତଳ ବିଲ୍ଡିଂ । ୩ଟି ବହୁତଳ କୋଠାକୁ ୟୁକ୍ରେନର ଟାର୍ଗେଟ । ବିଲଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ ଆକ୍ରମଣ ନେଇ ମସ୍କୋ ମିଡିଆର ସୂଚନା ରହିଛି । ଗୋଟିଏ ପରେ ଗୋଟିଏ ୮ଟି ଡ୍ରୋନର ଆକ୍ରମଣ ହୋଇଛି । ସେହିପରି କଜାନରେ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି । ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଛି ।










